ଅର୍ଥ : କୌଣସି କାମ, କଥା କିମ୍ବା ବ୍ୟବହାରକୁ ସୂକ୍ଷ୍ମ ଭାବରେ ଦେଖିବାର କ୍ରିୟା
ଉଦାହରଣ :
ସେ କ୍ଷେତର କାମ ନିରୀକ୍ଷଣ କରୁଥିଲା
ସମକକ୍ଷ : ଦେଖାଚାହାଁ, ନିରୀକ୍ଷଣ, ପର୍ଯ୍ୟୟବେକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :
Management by overseeing the performance or operation of a person or group.
oversight, superintendence, supervising, supervision