ଅର୍ଥ : ଢୋଲ, ନାଗରା ଆଦିକୁ ବିଶେଷ ପ୍ରକାର ଢଙ୍ଗରେ ବଜାଇବାରୁ ବାହାରୁଥିବା ଶବ୍ଦ
ଉଦାହରଣ :
ନିଶବ୍ଦ ରାତିରେ ଢୋଲର ଢମଢମ ଶବ୍ଦ ଦୂରକୁ ଶୁଭୁଥିଲା
ସମକକ୍ଷ :
ଢମଢମ
ଅନ୍ୟ ଭାଷାରେ ଅନୁବାଦ :
विशेष प्रकार से बजाने पर ढोल, नगाड़े आदि से निकलने वाला शब्द।
रात के सन्नाटे में ढोल की ढमढम दूर तक सुनाई दे रही थी।
ढम-ढम,
ढमढम
The sound of a drum.
He could hear the drums before he heard the fifes.
drum