ଅର୍ଥ : ଏକ ବୃକ୍ଷ ଯାହାର ଫଳ ଖିଆଯାଏ
ଉଦାହରଣ :
ମାଳୀ ବଗିଚାରେ ଡାଳିମ୍ବ ଗଛ ଲଗାଉଛି
ସମକକ୍ଷ : ଡାଳିମ୍ବ
ଅନ୍ୟ ଭାଷାରେ ଅନୁବାଦ :
Shrub or small tree native to southwestern Asia having large red many-seeded fruit.
pomegranate, pomegranate tree, punica granatum