ଅର୍ଥ : କାହା ମନରେ ଡର ଉତ୍ପନ୍ନ କରିବା
ଉଦାହରଣ :
ଏହି ମାଙ୍କଡ଼ ସମସ୍ତଙ୍କୁ ଡରଉଛି
ସମକକ୍ଷ : ଭୟ ସୃଷ୍ଟି କରିବା, ଭୟଭୀତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜୋରରେ କହି ଡରାଇବା
ଉଦାହରଣ :
ସେ ଜଣେ ଭୋଳାଲୋକକୁ ଧମକାଉଥିଲା
ଅନ୍ୟ ଭାଷାରେ ଅନୁବାଦ :
क्रोधपूर्वक जोर से कोई कड़ी बात कहना।
वह एक भोले आदमी को डाँट रहा था।