ଅର୍ଥ : ଟାୟାର ଭିତରେ ରହୁଥିବା ରବର ତିଆରି ଗୋଲାକାର ବସ୍ତୁ ଯେଉଁଥିରେ ପବନ ଭର୍ତ୍ତି କରାଯାଏ
ଉଦାହରଣ :
ଏହି ସ୍କୁଟରର ଦୁଇଟି ଯାକ ଟାୟାର ଏବଂ ଟ୍ୟୁବ୍ ନୂଆ
ସମକକ୍ଷ :
ଟିୟୁବ୍
ଅନ୍ୟ ଭାଷାରେ ଅନୁବାଦ :
टायर के अंदर रहनेवाली रबड़ की बनी वह गोलाकार वस्तु जिसमें हवा भरी जाती है।
इस स्कूटर के दोनों टायर और ट्यूब नए हैं।
टीव,
ट्यूब
Conduit consisting of a long hollow object (usually cylindrical) used to hold and conduct objects or liquids or gases.
tube,
tubing