ଅର୍ଥ : ଟ୍ୟୁନିଶିୟାର ଅଧିବାସୀ
ଉଦାହରଣ :
ମୁଁ ସେହି ଟ୍ୟୁନିଶିୟାଇର ନାମ ବା ଠିକଣା କିଛି ପଚାରି ନାହିଁ
ସମକକ୍ଷ : ଟ୍ୟୁନିଶିୟନ, ଟ୍ୟୁନିଶିୟା ବାସୀ
ଅନ୍ୟ ଭାଷାରେ ଅନୁବାଦ :
ट्यूनीशिया का निवासी।
मैंने उस ट्यूनीशियाई का नाम पता भी नहीं पूछा।A native or inhabitant of Tunisia.
tunisianଅର୍ଥ : ଟ୍ୟୁନିଶିୟା ସହ ସମ୍ବନ୍ଧିତ ବା ଟ୍ୟୁନିଶିୟାର
ଉଦାହରଣ :
ତାଙ୍କର ଟ୍ୟୁନିଶିୟାଇ କଳାରେ ଆଗ୍ରହ ଅଛି
ସମକକ୍ଷ : ଟ୍ୟୁନିଶିୟାନ, ଟ୍ୟୁନିଶିୟାର
ଅନ୍ୟ ଭାଷାରେ ଅନୁବାଦ :