ଅର୍ଥ : ଯେଉଁ ତେଜିଆନ ଝଡ଼ ସହିତ ବର୍ଷାବି ହୁଏ
ଉଦାହରଣ :
ହସ୍ତା ନକ୍ଷତ୍ର ଚଳିବାରୁ ଝଞ୍ଜା ଆରମ୍ଭ ହୋଇଗଲା
ସମକକ୍ଷ : ଝଞ୍ଜା, ପ୍ରବଳ ଝଡ଼ବାତ୍ୟା
ଅନ୍ୟ ଭାଷାରେ ଅନୁବାଦ :
A violent weather condition with winds 64-72 knots (11 on the Beaufort scale) and precipitation and thunder and lightning.
storm, violent stormଅର୍ଥ : ବହୁତ ତୀବ୍ର ବା ତେଜ
ଉଦାହରଣ :
କାଲିର ଝଡ଼ବତାସ ହୃଦୟକୁ କମ୍ପାଇ ଦେବାଭଳି ଥିଲା
ସମକକ୍ଷ : ଝଞ୍ଜା, ଝଡ଼ବତାସ, ପ୍ରବଳ ଝଡ଼ବାତ୍ୟା
ଅନ୍ୟ ଭାଷାରେ ଅନୁବାଦ :