ଅର୍ଥ : ପୃଥିବୀର ଆଭ୍ୟନ୍ତରରୁ ଗରମ ଲାଭା ଫୁଟି ଉପରକୁ ଉଠିବା ପ୍ରକ୍ରିୟା
ଉଦାହରଣ :
ଜ୍ୱାଳାମୁଖୀର ଉଦ୍ଗୀରଣ ହେତୁ ଗାଁଗଣ୍ଡା ଉଜୁଡ଼ିଗଲା
ସମକକ୍ଷ : ଆଗ୍ନେୟଗିରି ଉଦ୍ଗୀରଣ
ଅନ୍ୟ ଭାଷାରେ ଅନୁବାଦ :
धरती के भीतर के गर्म लावे का फूटकर ऊपर आने की क्रिया।
ज्वालामुखी उद्गार से गाँव के गाँव उजड़ गए।The sudden occurrence of a violent discharge of steam and volcanic material.
eruption, volcanic eruption