ଅର୍ଥ : ସନ୍ଥ ଜ୍ଞାନେଶ୍ୱରଙ୍କ ଦ୍ୱାରା ଲିଖିତ ଗୋଟିଏ ଗ୍ରନ୍ଥ
ଉଦାହରଣ :
ଗୀତା ଉପରେ ଲିଖିତ ଏକ ବିସ୍ତୃତ ମରାଠୀ ଟୀକା ହେଉଛି ଜ୍ଞାନେଶ୍ୱରୀ
ସମକକ୍ଷ : ଜ୍ଞାନଦେବୀ, ଭାବାର୍ଥ ଦୀପିକା
ଅନ୍ୟ ଭାଷାରେ ଅନୁବାଦ :
संत ज्ञानेश्वर द्वारा लिखित एक ग्रंथ।
ज्ञानेश्वरी गीता पर लिखी गई एक विस्तृत मराठी टीका है।