ଅର୍ଥ : ଜୁଆ ଖେଳିବା କାମ
ଉଦାହରଣ :
ମନୋହର ଜୁଆବାଜିରେ ତାର ସମସ୍ତ ଧନ ବରବାଦ କରିଦେଲା
ସମକକ୍ଷ : ଜୁଆବାଜି
ଅନ୍ୟ ଭାଷାରେ ଅନୁବାଦ :
जुआ खेलने का काम।
मनोहर ने जुएबाजी में अपना सारा धन बर्बाद कर दिया।ଅର୍ଥ : ବାଜି ଲଗାଇ ଖେଳାଯାଉଥିବା ହାରଜିତର ଖେଳ
ଉଦାହରଣ :
ପାଣ୍ଡବମାନେ ଦୌପଦୀଙ୍କୁ ଜୁଆରେ ହାରିଗଲେ
ସମକକ୍ଷ : ବାଜି
ଅନ୍ୟ ଭାଷାରେ ଅନୁବାଦ :