ଅର୍ଥ : ଯାହା ଭାଙ୍ଗିରୁଜି ଯାଇଛି
ଉଦାହରଣ :
ସେ ଭଙ୍ଗାରୁଜା ଜିନିଷ ମଧ୍ୟ କିଣେ
ସମକକ୍ଷ : ଭଙ୍ଗାରୁଜା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଅତ୍ୟଧିକ ପ୍ରୟୋଗ କିମ୍ବା ପୁରୁଣାହେବା କାରଣରୁ ଫାଟିଯାଇଥାଏ
ଉଦାହରଣ :
ଭିକାରୀ ଚିରାଫଟା ଲୁଗା ପିନ୍ଧିଛି
ଅନ୍ୟ ଭାଷାରେ ଅନୁବାଦ :
जो अत्यधिक प्रयोग या पुराना होने के कारण फटा हुआ हो।
भिखारी जीर्ण-शीर्ण कपड़ा पहने हुए था।