ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିଉନ୍ତିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିଉନ୍ତିଆ   ବିଶେଷ୍ୟ

ଅର୍ଥ : ଆଶ୍ୱିନ ମାସର କୃଷ୍ଣପକ୍ଷର ଅଷ୍ଟମୀ

ଉଦାହରଣ : କିଛି ପୁତ୍ରବତୀ ମହିଳାମାନେ ଜିଉନ୍ତିଆ ବ୍ରତ କରନ୍ତି

ସମକକ୍ଷ : ଜିତାଷ୍ଟମୀ ବ୍ରତ


ଅନ୍ୟ ଭାଷାରେ ଅନୁବାଦ :

आश्विन महीने के कृष्ण पक्ष की अष्टमी।

कुछ पुत्रवती महिलाएँ जिउतिया को व्रत रखती हैं।
जिउतिया, जिताष्टमी

ଅର୍ଥ : ଆଶ୍ୱିନ ମାସର କୃଷ୍ଣପକ୍ଷର ଅଷ୍ଟମୀରେ ପୁତ୍ରବତୀ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଗୋଟିଏ ବ୍ରତ

ଉଦାହରଣ : ଜିଉନ୍ତିଆ ଓଷାରେ ଦିନ ତମାମ ଉପବାସ ରହିବାକୁ ପଡେ

ସମକକ୍ଷ : ଜିତାଷ୍ଟମୀ, ଜିତାଷ୍ଟମୀ ବ୍ରତ


ଅନ୍ୟ ଭାଷାରେ ଅନୁବାଦ :

एक व्रत जो आश्विन कृष्णाष्टमी को पुत्रवती महिलाओं द्वारा किया जाता है।

जिउतिया में पूरा दिन उपवास रखा जाता है।
जिउतिया, जिताष्टमी, जिताष्टमी व्रत

A solemn pledge (to oneself or to another or to a deity) to do something or to behave in a certain manner.

They took vows of poverty.
vow

ଅର୍ଥ : ଜିତାଷ୍ଟମୀ ବ୍ରତରେ ପୁତ୍ରବତୀ ମହିଳାମାନେ ପିନ୍ଧୁଥିବା ସୂତାରେ ତିଆରି ଗୋଟିଏ ବ୍ରତ

ଉଦାହରଣ : ମହିଳାମାନେ ନିଜର ପୁଅର ଜୀବନ ରକ୍ଷାପାଇଁ ଜିଉନ୍ତିଆବ୍ରତରେ ଗଣ୍ଠି ପକାଉଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

सूत की बनी एक प्रकार की माला जिसे पुत्रवती महिलाएँ जिताष्टमी व्रत में धारण करती हैं।

महिलाएँ अपने पुत्रों की जीवन रक्षा के लिए जिउतिया में गाँठ लगाती हैं।
जिउतिया

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace