ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜୀବନ ଧାରଣ କରିବା କ୍ରିୟା ବା ଭାବ
ଉଦାହରଣ : କୃଷ୍ଣଙ୍କ ଜନ୍ମ ମଥୁରାରେ ହୋଇଥିଲା
ସମକକ୍ଷ : ଆର୍ବିଭାବ, ଉତ୍ପତ୍ତି, ଜନ୍ମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जीवन धारण करने की क्रिया या भाव।
The event of being born.
ଅର୍ଥ : ଯାହାର ଉତ୍ପତ୍ତି ହୋଇଛି ବା ଯାହା ଉତ୍ପନ୍ନ କରାଯାଇଛି
ଉଦାହରଣ : ଭାରତରେ ଉତ୍ପନ୍ନ ଚା’ ଅଧିକମାତ୍ରାରେ ବିଦେଶକୁ ରପ୍ତାନୀ କରାଯାଇଥାଏ
ସମକକ୍ଷ : ଉତ୍ପନ୍ନ, ଚାଷକରାଯାଇଥିବା, ସୃଷ୍ଟ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसकी उत्पत्ति हुई हो या जो उगा हो।
ଅର୍ଥ : ଯେ ଜନ୍ମ ନେଇଛି
ଉଦାହରଣ : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ
ସମକକ୍ଷ : ଜନ୍ମିତ, ଜୀବିତ, ପ୍ରସୂତ, ସଂଜାତ, ସୃଷ୍ଟ
जो पैदा हुआ हो या जिसने जन्म लिया हो।
Brought into existence.
ସଂସ୍ଥାପନ କରନ୍ତୁ