ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳସ୍ତମ୍ଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳସ୍ତମ୍ଭ   ବିଶେଷ୍ୟ

ଅର୍ଥ : ଏକ ପ୍ରାକୃତିକ ଘଟଣା ଯେଉଁଥିରେ ସମୁଦ୍ରର ଜଳ କିଛି ସମୟପାଇଁ ଉପରକୁ ଉଠିଯାଇ ସ୍ତମ୍ଭ ରୂପ ଧାରଣ କରେ

ଉଦାହରଣ : ଜଳସ୍ତମ୍ଭ ପ୍ରାୟ ଅଶୁଭ ବା ହାନିକାରକ ବୋଲି ବିଶ୍ୱାସ କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

एक प्राकृतिक घटना जिसमें जलाशय या समुद्र का जल कुछ समय के लिए ऊपर उठकर स्तंभ का रूप धारण कर लेता है।

जलस्तंभ प्रायः अशुभ या हानिकारक माना जाता है।
जलस्तंभ

A tornado passing over water and picking up a column of water and mist.

waterspout