ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଲରେ କାମ କରୁଥିବା ଲୋକେ ଯେଉଁ ହାଲୁକା ଖାଦ୍ୟ ଖାଆନ୍ତି
ଉଦାହରଣ : ଚାଷୀ ବିଲରେ ବସି ଜଳଖିଆ ଖାଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह हल्का भोजन जो खेत में काम करने वाले खाते हैं।
A light informal meal.
ଅର୍ଥ : ସକାଳେ ବା ସଂଧ୍ୟାଆଦିରେ କରାଯାଉଥିବା ଅଳ୍ପ ଏବଂ ହାଲୁକା ଭୋଜନ
ଉଦାହରଣ : ମୁଁ ଆଜି ଜଳଖିଆରେ ଗାଜର ହାଲୁଆ ଖାଇଲି
ସମକକ୍ଷ : ଜଳପାନ
सुबह या शाम आदि को किया जाने वाला थोड़ा और हल्का भोजन।
Snacks and drinks served as a light meal.
ସଂସ୍ଥାପନ କରନ୍ତୁ