ଅର୍ଥ : ସମୁଦ୍ରରେ ଚାଲୁଥିବା ଯନ୍ତ୍ରଚାଳିତ ବଡ଼ ନୌକା
ଉଦାହରଣ :
କାଲି ଆମେ ଭାରତ ନୌସେନାର ଜାହାଜ ବିରାଟକୁ ଦେଖିବାକୁ ଯାଇଥିଲୁ
ଅନ୍ୟ ଭାଷାରେ ଅନୁବାଦ :
समुद्र में चलने वाली यंत्रचालित बड़ी नाव।
कल हम भारतीय नौसेना का जहाज़ विराट देखने गए थे।A vessel that carries passengers or freight.
ship