ଅର୍ଥ : କୌଣସି ନାମ, ବାକ୍ୟ ବା ଶବ୍ଦ ବାରମ୍ବାର କିଛି ସମୟ ପର୍ଯ୍ୟନ୍ତ କହିବା ବା ଘୋଷିବା
ଉଦାହରଣ :
ସେ ରାମରାମ ଜପୁଛନ୍ତି
ସମକକ୍ଷ :
ଜପକରିବା, ଭଜନକରିବା
ଅନ୍ୟ ଭାଷାରେ ଅନୁବାଦ :
कोई नाम, वाक्य या शब्द बार-बार कुछ देर तक कहना या रटना।
वह राम राम जप रहा है।
जपना,
जाप करना,
भजना