ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ବସ୍ତୁ ବା ବ୍ୟକ୍ତି
ଉଦାହରଣ : ତାଙ୍କ ମଧ୍ୟରୁ ଯେକୌଣସି ଜଣଙ୍କୁ ଡାକନ୍ତୁ
ସମକକ୍ଷ : ଗୋଟିଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
* एक वस्तु या व्यक्ति।
A single person or thing.
ଅର୍ଥ : ଗୋଟିଏ ବା ଗଣତିବେଳେ ଶୂନ୍ୟ ଉପରେ ଏବଂ ଦୁଇରୁ କମ୍
ଉଦାହରଣ : ଏହି କାମ ଗୋଟିଏ ଲୋକ ପକ୍ଷରେ ସମ୍ଭବ ନୁହେଁ
ସମକକ୍ଷ : ଏକ, ଗୋଟିଏ, ୧
ଅନ୍ୟ ଭାଷାରେ ଅନୁବାଦ :हिन्दी
अकेला या गिनती में शून्य से ऊपर तथा दो से कम।
ସଂସ୍ଥାପନ କରନ୍ତୁ