ଅର୍ଥ : ହୋସିଆର ବା ସାବଧାନ ରହିବା
ଉଦାହରଣ :
ଜଙ୍ଗଲରେ ଯାଉଥିବା ସମୟରେ ତୁମେ ଜଙ୍ଗଲୀ ପଶୁମାନଙ୍କଠାରୁ ଜଗିକି ରହିବ
ସମକକ୍ଷ : ସମ୍ଭାଳି ହେବା, ସମ୍ଭାଳିକି ରହିବା
ଅନ୍ୟ ଭାଷାରେ ଅନୁବାଦ :
होशियार या सावधान होना।
मैं आपको चेतावनी देता हूँ अब आप सावधान हो जाइए।