ଅର୍ଥ : ଛଡ଼ାଛଡ଼ା ହୋଇ କରାଯାଇଥିବା ସିଲେଇ ବା ଯେଉଁ ସିଲେଇ ପକ୍କା ସିଲେଇ ପୂର୍ବରୁ କରାଯାଇଥାଏ
ଉଦାହରଣ :
ଦର୍ଜୀ କୋଟ୍ ତିଆରି କରିବା ପୂର୍ବରୁ ଛଡ଼ାଛଡ଼ା ସିଲେଇ କଲା
ଅନ୍ୟ ଭାଷାରେ ଅନୁବାଦ :
दूर-दूर पर टांका लगी हुई सिलाई या कपड़े में वे टाँके जो पक्की सिलाई के पहले डाले जाते हैं।
दर्ज़ी ने कोट की पहले कच्ची सिलाई की।