ଅର୍ଥ : ଯାହା ଅତି ବିଶିଷ୍ଟ ବା ବଡ଼ ନ ହୋଇ ସାଧାରଣ ଓ ଛୋଟ ହୋଇଥାଏ
ଉଦାହରଣ :
ସେ ଛୋଟକାଟିଆ କାମ କରି ତା ପରିବାରର ପାଳନ ପୋଷଣ କରୁଛି
ଅନ୍ୟ ଭାଷାରେ ଅନୁବାଦ :
Of minor importance.
A nickel-and-dime operation run out of a single rented room.ଅର୍ଥ : ମାତ୍ରା, ଆକାର, ବିସ୍ତାରଆଦିରେ ସୀମିତ ବା ଆଉ କାହା ତୁଳନାରେ କମ୍
ଉଦାହରଣ :
ମୋ ଘରଟି ବହୁତ ଛୋଟମୋତେ ପିଲାଟିପାଇଁ ଛୋଟ ଖେଳନାଟିଏ ନେବାକୁ ହେବ
ଅନ୍ୟ ଭାଷାରେ ଅନୁବାଦ :