ଅର୍ଥ : ସମୁଦ୍ରରେ ରହୁଥିବା ଯେଉଁ ରାକ୍ଷସୀ ଆକାଶରେ ଉଡ଼ୁଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଛାୟାଦ୍ୱାରା ଧରି ଖାଇଯାଉଥିଲା
ଉଦାହରଣ :
ହନୁମାନ ସିଂହିକାକୁ ମାରିଥିଲେ
ସମକକ୍ଷ : ସିଂହିକା
ଅନ୍ୟ ଭାଷାରେ ଅନୁବାଦ :
समुद्र में रहनेवाली एक राक्षसी जो आकाश में उड़नेवालों को उनकी छाया के द्वारा पकड़कर खा जाती थी।
सिंहिका को हनुमानजी ने मारा था।