ଅର୍ଥ : ଧର୍ମର ଆଡମ୍ବର କରି ସ୍ୱାର୍ଥ ସାଧନ କରିବାବାଲା
ଉଦାହରଣ :
ଆଜିକାଲି ସମାଜ କପଟୀ ବ୍ୟକ୍ତିମାନଙ୍କରେ ପୂରିଛି
ସମକକ୍ଷ : କପଟିଆ, କପଟୀ, ଦୁଷ୍ଟ, ପାଷାଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
Excessively or hypocritically pious.
A sickening sanctimonious smile.