ଅର୍ଥ : ପିଲାମାନଙ୍କର ଯେଉଁ ଖେଳରେ ଦୁଇରୁ ପାଞ୍ଚ ଜଣ ପର୍ଯ୍ୟନ୍ତ ପିଲା ରହି ପାରନ୍ତି
ଉଦାହରଣ :
ଛକ୍କା-ପଞ୍ଝାରେ ହାରି ଯାଇଥିବା ଖେଳାଳି ହାତରେ ଅନ୍ୟ ଖେଳାଳିମାନେ ଗୋଟିଏ ଗୋଟିଏ କରି ମାରନ୍ତି
ଅନ୍ୟ ଭାଷାରେ ଅନୁବାଦ :
बच्चों का एक खेल जिसमें दो से पाँच लोग तक हो सकते हैं।
छक्की पंजी में हारे हुए खिलाड़ी को अन्य खिलाड़ी एक एक करके उसके हाथ पर मारते हैं।