ଅର୍ଥ : ଯେଉଁ ବଡ କୂଅରେ ଏକା ସହିତ ଚାରିଟା ପାଣିଉଠା ନଳ ଲଗାଯାଇପାରିବ
ଉଦାହରଣ :
ପ୍ରାଚୀନ କାଳରେ ପାଣି ମଡ଼ାଇବାପାଇଁ ଚୌନଳିଆକୂଅରେ ଅନେକ ପାଣିଉଠା ନଳ ଲାଗି ରହୁଥିଲା
ଅନ୍ୟ ଭାଷାରେ ଅନୁବାଦ :
वह बड़ा कुआँ जिस पर चार चरसे एक साथ चल सकें।
पुराने समय में सिंचाई के लिए चौपुरे पर कई चरसे लगे रहते थे।
चौपुरा