ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚକିରେ ରଖି ପେଷିବା
ଉଦାହରଣ : ତୁମେ ଏକ ଘଣ୍ଟାରେ କେତେ ଦାନା ଚୂରିପାରିବ?
ସମକକ୍ଷ : ଗୁଣ୍ଡକରିବା, ଚୂନାକରିବା, ଚୂରିବା, ପେଷିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
जाँता में डालकर पीसना।
Reduce to small pieces or particles by pounding or abrading.
ଅର୍ଥ : ଅଟାକଳରେ ପେଷାଯିବା
ଉଦାହରଣ : ଗହମ ପେଷାଯାଇଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
जाँते में पिसा जाना।
ସଂସ୍ଥାପନ କରନ୍ତୁ