ଅର୍ଥ : ଫଟୋ କ୍ୟାମେରାଦ୍ୱାରା ଫଟୋ ଉଠାଇବା ପ୍ରକ୍ରିୟା ବା ଛାୟାଚିତ୍ର ପ୍ରସ୍ତୁତ କରିବା କାମ
ଉଦାହରଣ :
ଫଟୋଗ୍ରାଫି କେତେକ ଲୋକଙ୍କପାଇଁ ସଉକ
ସମକକ୍ଷ : ଫଟୋଗ୍ରାଫି
ଅନ୍ୟ ଭାଷାରେ ଅନୁବାଦ :
फोटोकैमरे से चित्र खींचने की क्रिया या छायाचित्र बनाने का काम।
कुछ लोगों के लिए छायाचित्रण शौक होता है।