ଅର୍ଥ : ଫିଲ୍ମ ପ୍ରସ୍ତୁତ କରୁଥିବା ବ୍ୟକ୍ତି
ଉଦାହରଣ :
ଅମିରଖାନ୍ ଜଣେ କୁଶଳ ଅଭିନେତା ସଙ୍ଗେସଙ୍ଗେ ଜଣେ ଫିଲ୍ମ୍ ନିର୍ମାତା ମଧ୍ୟ
ସମକକ୍ଷ : ଫିଲ୍ମନିର୍ମାତା
ଅନ୍ୟ ଭାଷାରେ ଅନୁବାଦ :
वह जो फिल्में बनाता हो।
आमिर खान एक कुशल अभिनेता के साथ ही साथ एक फिल्मकार भी हैं।