ଅର୍ଥ : ବ୍ୟଭିଚାର କରୁଥିବା ସ୍ତ୍ରୀ
ଉଦାହରଣ :
ଶ୍ୟାମ ଜଣେ ବ୍ୟଭିଚାରିଣୀ ପାଲରେ ପଡ଼ି ଯାଇଛି
ସମକକ୍ଷ : ଛିଣ୍ଡାଳ, ଛିଣ୍ଡାଳୀ, ବ୍ୟଭିଚାରିଣୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ବ୍ୟଭିଚାର କରୁଛି ବା ଅନେକ ପୁରୁଷ ସହିତ ଅନୁଚିତ ସମ୍ବନ୍ଧ ରଖୁଥିବା ସ୍ତ୍ରୀ
ଉଦାହରଣ :
ବ୍ୟଭିଚାରିଣୀ ସ୍ତ୍ରୀକୁ ସମାଜରେ ସମ୍ମାନ ମିଳେନାହିଁ
ସମକକ୍ଷ : କୁଳଟା, ବ୍ୟଭିଚାରିଣୀ
ଅନ୍ୟ ଭାଷାରେ ଅନୁବାଦ :