ଅର୍ଥ : ଗୋଟିଏ କଳ୍ପିତ ରତ୍ନ
ଉଦାହରଣ :
ଏଭଳି ବିଶ୍ୱାସ କରାଯାଏ ଯେ ଚନ୍ଦ୍ରକାନ୍ତ ମଣିକୁ ଚନ୍ଦ୍ରଙ୍କ ସାମନାରେ ରଖିଲେ ତାହା ତରଳି ଯାଏ
ସମକକ୍ଷ : ଚଂଦ୍ରକାଂତ, ଚଂଦ୍ରକାଂତ ମଣି, ଚନ୍ଦ୍ରକାନ୍ତ, ଚନ୍ଦ୍ରକାନ୍ତ ମଣି, ଚନ୍ଦ୍ରକାନ୍ତ ଶିଳା
ଅନ୍ୟ ଭାଷାରେ ଅନୁବାଦ :
एक कल्पित रत्न।
ऐसा माना जाता है कि चन्द्रकान्त चन्द्रमा के सामने रखने से पसीज जाता है।A transparent or translucent gemstone with a pearly luster. Some specimens are orthoclase feldspar and others are plagioclase feldspar.
moonstone