ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛୋଟ ଢାଳ
ଉଦାହରଣ : ସେ ଗୋଟିଏ ଘଡ଼ିଏ ଦୁଧ ଥରକରେ ପିଇଦେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
छोटा लोटा।
ଅର୍ଥ : ମାଟିରେ ତିଆରି ଏକ ବାସନ
ଉଦାହରଣ : ହାଣ୍ଡିରେ ଦୁଧ ରଖାଯାଏ
ସମକକ୍ଷ : ଆଟିକା, ହାଣ୍ଡି
मिट्टी का बना एक बरतन।
ଅର୍ଥ : ଯେଉଁ ଯନ୍ତ୍ରରେ ଘଣ୍ଟା ଏବଂ ମିନିଟଆଦିର ହିସାବରୁ ସମୟ ଜଣାପଡ଼େ
ଉଦାହରଣ : ସେ ବିଦେଶୀ ଘଣ୍ଟା ପିନ୍ଧିଛନ୍ତି ଆମ ଘଣ୍ଟାରେ ଏବେ ଚାରିଟା ବାଜିଛି
ସମକକ୍ଷ : ଘଣ୍ଟା
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह यंत्र जिससे घंटे और मिनट आदि के हिसाब से समय का पता लगता है।
A timepiece that shows the time of day.
ଅର୍ଥ : ମାଟିରେ ନିର୍ମିତ ଏକ ପ୍ରକାର ଆଟିକା
ଉଦାହରଣ : ତେଲ,ଘିଅ ଆଦି ଗରମ କରିବାପାଇଁ ଘଡ଼ି ବ୍ୟବହାର କରାଯାଏ
मिट्टी का बना एक प्रकार का बर्तन।
ଅର୍ଥ : ଷାଠିଏ କ୍ଷଣ ବା ଚବିଶ ମିନିଟ୍ ସମୟ
ଉଦାହରଣ : ଆଜି ରାତିରେ ପିଲାଟି ଗୋଟିଏ ଘଡ଼ି ବି ଶୋଇଲା ନାହିଁ
ସମକକ୍ଷ : ଦଂଡ଼େ, ଦଣ୍ଡ
साठ पल या चौबीस मिनट का समय।
ସଂସ୍ଥାପନ କରନ୍ତୁ