ଅର୍ଥ : ଗଛଗୁଡ଼ିକର ଚାରିପଟୁ ଘାସ ବାହାର କରିବା ଯାହାଦ୍ୱାରା ଗଛଗୁଡ଼ିକ ଠିକଭାବେ ବଢ଼ିପାରିବ
ଉଦାହରଣ :
ଚାଷୀମାନେ ତାଙ୍କ ବିଲ ବାଛୁଛନ୍ତି
ସମକକ୍ଷ : ଘାସ ସଫାକରିବା, ବାଛିବା
ଅନ୍ୟ ଭାଷାରେ ଅନୁବାଦ :
पौधों के आस-पास की घास निकालना जिससे पौधों की बाढ़ ठीक तरह से हो।
किसान अपने खेतों को निरा रहे हैं।