ଅର୍ଥ : କୌଣସି ଭବନଆଦି ଭିତରେ କିଛି ଉଚ୍ଚତାରେ ଦର୍ଶକମାନଙ୍କ ବସିବାପାଇଁ ତିଆରି ହୋଇଥିବା ସ୍ଥାନ
ଉଦାହରଣ :
ଦର୍ଶକ ଗ୍ୟାଲେରୀରେ ବସି ଲୋକେ କୁସ୍ତି ଦେଖୁଛନ୍ତି
ସମକକ୍ଷ : ଦର୍ଶକ ଗ୍ୟାଲେରୀ
ଅନ୍ୟ ଭାଷାରେ ଅନୁବାଦ :
Narrow recessed balcony area along an upper floor on the interior of a building. Usually marked by a colonnade.
gallery