ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଔଷଧ ବଟିକା
ଉଦାହରଣ : ବଟିକା ଖାଇବାପରେ ମୋର ମୁଣ୍ଡବ୍ୟଥା ଭଲ ହୋଇଗଲା
ସମକକ୍ଷ : ଔଷଧ ଗୋଲି, ବଟିକା, ବଟିକା ଗୋଲି
ଅନ୍ୟ ଭାଷାରେ ଅନୁବାଦ :हिन्दी English
औषध की वटिका।
A dose of medicine in the form of a small pellet.
ଅର୍ଥ : ବୃତ୍ତ ବା ପିଣ୍ଡ ସଦୃଶ ଛୋଟ ଗୋଲ ଜିନିଷ
ଉଦାହରଣ : ପିଲାଙ୍କ ପାଟିରେ ମିଠାଇ ଗୋଲି ଅଛି
वृत्त या पिंड की तरह की छोटी गोल चीज।
An object with a spherical shape.
ସଂସ୍ଥାପନ କରନ୍ତୁ