ଅର୍ଥ : କୌଣସି ବସ୍ତୁ ବା ଗୁଣର ସର୍ବଦା ଅଭାବ
ଉଦାହରଣ :
ଏହି ପ୍ରଶ୍ନକୁ ସମାଧାନ କରୁକରୁ ମୋର ବୁଦ୍ଧି ଗୁଡ଼ିମ୍
ଅନ୍ୟ ଭାଷାରେ ଅନୁବାଦ :
A state of complete lack of some abstract property.
Spiritual bankruptcy.ଅର୍ଥ : ଯେଉଁ କ୍ଷେତ୍ର ଏପରି ରେଖାଦ୍ୱାରା ଘେରାହୋଇଛି ଯାହାର ପ୍ରତ୍ୟେକ ବିନ୍ଦୁ ସେହି କ୍ଷେତ୍ରର ମଧ୍ୟ ବିନ୍ଦୁ ସହିତ ସମାନ ଦୂରତାରେ ଥାଏ
ଉଦାହରଣ :
ସେ ଅଭ୍ୟାସ ପୁସ୍ତିକାରେ ବୃତ୍ତ ତିଆରି କରୁଅଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଫୁଟବଲ,ହକି ଆଦି ଖେଳରେ ଯେଉଁ ନିର୍ଦ୍ଧାରିତ ସ୍ଥାନରେ ବଲ ପାରି ହେବା ଫଳରେ ଅଙ୍କ ଆଦି ମିଳେ
ଉଦାହରଣ :
ଗୋଲକିପର ଗୋଲର ରକ୍ଷାକରେ
ସମକକ୍ଷ : ଗୋଲପୋଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
फुटबाल, हाकी आदि खेलों में निर्धारित वह जगह जहाँ से गेंद पार करने पर अंक आदि की प्राप्ति होती है।
गोलकी गोल की रक्षा करता है।Game equipment consisting of the place toward which players of a game try to advance a ball or puck in order to score points.
goalଅର୍ଥ : ଫୁଟବଲ,ହକି ଆଦି ଖେଳରେ ଗୋଲପୋଷ୍ଟଦେଇ ବଲ ପାରି କରିବାର ଯେଉଁ ପ୍ରକ୍ରିୟାଦ୍ୱାରା ଅଙ୍କ ନିର୍ଦ୍ଧାରଣ ହୋଇଥାଏ
ଉଦାହରଣ :
ଆମେ ଖେଳ ଆରମ୍ଭରୁ ହିଁ ଦୁଇଟି ଗୋଲ କରିଦେଲୁ
ଅନ୍ୟ ଭାଷାରେ ଅନୁବାଦ :
फुटबाल, हाकी आदि खेलों में गोल में से होते हुए गेंद के बाहर जाने की क्रिया जिससे अंक का निर्धारण होता है।
हमलोगों ने खेल की शुरूआत में ही दो गोल कर दिए।ଅର୍ଥ : ବୃତ୍ତ ବା ଚକ୍ର ଆକାରର
ଉଦାହରଣ :
ପିଲା କାନ୍ଥ ଉପରେ ଗୋଲ ଆକୃତି ବନାଉଛି
ସମକକ୍ଷ : ଚକ୍ରାକାର, ବର୍ତ୍ତୁଳ, ବୃତ୍ତାକାର, ମଣ୍ଡଳାକାର
ଅନ୍ୟ ଭାଷାରେ ଅନୁବାଦ :
वृत्त या चक्र के आकार का।
बच्चा दीवार पर गोल आकृति बना रहा है।ଅର୍ଥ : ଏଭଳି ଆକାର ଯାହା ତଳର ପ୍ରତ୍ୟେକ ବିନ୍ଦୁ ତା ଭିତରର ମଧ୍ୟବିନ୍ଦୁ ଠାରୁ ସମାନ ଦୂରତାରେ ରହିଥାଏ
ଉଦାହରଣ :
ପେଣ୍ଡୁ ଗୋଲ ହୋଇଥାଏ
ସମକକ୍ଷ : ସର୍ବବର୍ତ୍ତୁଳ
ଅନ୍ୟ ଭାଷାରେ ଅନୁବାଦ :
ऐसा आकार जिसके तल का प्रत्येक बिन्दु उसके अंदर के मध्य बिन्दु से समान दूरी पर हो।
गेंद गोल होती है।