ଅର୍ଥ : ଗୋଇନ୍ଦା କାମ
ଉଦାହରଣ :
ଗୋଇନ୍ଦାର ଗୋଇନ୍ଦାଗିରି ଫଳପ୍ରଦ ହେବାରୁ ହତ୍ୟାକାରୀ ଧରାପଡ଼ିଲା
ସମକକ୍ଷ : ଗୋଏନ୍ଦାଗିରି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଗୁପ୍ତଚର ସହିତ ସମ୍ବନ୍ଧିତ ବା ଯାହା ଗୁପ୍ତଚରର
ଉଦାହରଣ :
ମୁଁ ଗୋଇନ୍ଦାଗିରି କାହାଣୀ ପଢ଼ିବାକୁ ପସନ୍ଦ କରେ
ଅନ୍ୟ ଭାଷାରେ ଅନୁବାଦ :