ଅର୍ଥ : ବନ୍ଧୁକରେ ଭର୍ତ୍ତି କରି ମରାଯାଉଥିବା ସୀସା, ବାରୁଦଆଦିରେ ଢଳାଇ ହୋଇଥିବା ପ୍ରସ୍ତୁତ ଗୁଳି
ଉଦାହରଣ :
ସେ ଚଢ଼େଇମାରିବାପାଇଁ ବନ୍ଧୁକରେ ଗୁଳି ଭର୍ତ୍ତି କଲା
ଅନ୍ୟ ଭାଷାରେ ଅନୁବାଦ :
सीसे, बारूद आदि की ढली हुई गोली जो बंदूक में भरकर चलाई जाती है।
उसने चिड़िया मारने के लिए बंदूक में गोली भरी।
गोली
A projectile that is fired from a gun.
bullet,
slug