ଅର୍ଥ : ପ୍ରତି ରଙ୍ଗରେ ତାସର ଯେଉଁ ପତା ଗୋଟିଏ ଲେଖାଏଁ ଥାଏ
ଉଦାହରଣ :
ଶେଷରେ ସେ ରଙ୍ଗର ଗୁଲାମ ଖେଳି ଟୀକାକୁ କାଟିଲା
ସମକକ୍ଷ : ଗୋଲାମ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
ଉଦାହରଣ :
ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
ଅନ୍ୟ ଭାଷାରେ ଅନୁବାଦ :
A person who is owned by someone.
slave