ଅର୍ଥ : କଳାଥଣ୍ଟଥିବା ଏକ ପ୍ରକାର ସାତଭାୟା ପକ୍ଷୀ
ଉଦାହରଣ :
ଗୁଲାବ ଚଶ୍ମ ପକ୍ଷୀର ଆକାର ବୁଲବୁଲଠାରୁ ଛୋଟ
ସମକକ୍ଷ : ଗୁଲାବ ଚଶ୍ମ ଚଢ଼େଇ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की सतभैया चिड़िया जिसकी चोंच काली होती है।
गुलाब चश्म आकार में बुलबुल से छोटा होता है।