ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଭବନର ମହଲା ମଧ୍ୟ ଦେଇ ରହିଥିବା ଖାଲିସ୍ଥାନ
ଉଦାହରଣ : ଶିଡ଼ି ତିଆରି କରିବାପାଇଁ ନୂଆ ଭବନରେ ଗାତ ଛଡ଼ାଯାଇଛି
ସମକକ୍ଷ : କୂଅ, ଗାତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी भवन की मंजिलों के बीच छोड़ी गई खुली जगह।
An open shaft through the floors of a building (as for a stairway).
ଅର୍ଥ : ଯେଉଁ ଖାଲ ବର୍ଷାଦିନେ ଭୂମି ଦବିଯିବା କାରଣରୁ ହୋଇଥାଏ
ଉଦାହରଣ : କଚ୍ଚା ରାସ୍ତାରେ ସ୍ଥାନେ ସ୍ଥାନେ ଖାଲ ହୋଇଯାଇଛି
ସମକକ୍ଷ : ଖାଇ, ଖାଲ, ଗର୍ତ୍ତ, ଗାତ
वह गड्ढा जो बरसात के दिनों में जमीन के दब जाने से बन जाता है या जिसमें बरसाती पानी एकत्र हो जाता है।
A concavity in a surface (especially an anatomical depression).
ସଂସ୍ଥାପନ କରନ୍ତୁ