ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କଂସେଇ ହାତ ପୋଛୁଥିବା ତଉଲିଆ
ଉଦାହରଣ : କଂସେଇ ରକ୍ତରେ ଜୁଡୁବୁଡୁ ହାତକୁ ଗାମୁଛାରେ ପୋଛୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
कसाई का हाथ पोंछने का तौलिया।
A rectangular piece of absorbent cloth (or paper) for drying or wiping.
ଅର୍ଥ : ଗାଧୋଇବା ସମୟରେ ପିନ୍ଧୁଥିବା ଲୁଗା
ଉଦାହରଣ : ସେ ଗାଧୋଇବାପାଇଁ ଗାମୁଛା ପିନ୍ଧି ଗାଧୁଆ ଘରେ ପଶିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
नहाते समय पहना जाने वाला कपड़ा।
ସଂସ୍ଥାପନ କରନ୍ତୁ