ଅର୍ଥ : ଏକ ପ୍ରକାର ବୁଦାଳିଆ ଗଛ ଯାହାର କନ୍ଦ ମିଠା ହୋଇଥାଏ
ଉଦାହରଣ :
ସେ ଖେତରେ ଗାଜର ଖୋଳୁଛି
ଅନ୍ୟ ଭାଷାରେ ଅନୁବାଦ :
Perennial plant widely cultivated as an annual in many varieties for its long conical orange edible roots. Temperate and tropical regions.
carrot, cultivated carrot, daucus carota sativaଅର୍ଥ : ଖିଆ ଯାଉଥିବା ଏକପ୍ରକାରର ମିଠା କନ୍ଦ
ଉଦାହରଣ :
ଗାଜରରେ ବହୁ ପରିମାଣରେ କାର୍ବୋହାଇଡ଼୍ରେଟ ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
Deep orange edible root of the cultivated carrot plant.
carrot