ଅର୍ଥ : ଏକ ବିଶେଷ ପ୍ରକାର ପୋଷାକ ଯାହା ଓକିଲ, ଡାକ୍ତର ଓ ବିଦ୍ୱାନମାନଙ୍କୁ ଅଲଗା-ଅଲଗା ପରିଚୟ ପ୍ରଦାନ କରିଥାଏ
ଉଦାହରଣ :
ନ୍ୟାୟାଳୟରୁ ବାହାରକୁ ଆସିଲା ପରେ ଓକିଲ ଗାଉନ ଦେହରୁ କାଢ଼ି କାନ୍ଧରେ ରଖିଲେ
ସମକକ୍ଷ :
ଓଭରକୋଟ୍
ଅନ୍ୟ ଭାଷାରେ ଅନୁବାଦ :
एक विशेष प्रकार का पहनावा जो वकीलों,डाक्टरों,विद्वानों आदि के लिए अलग-अलग बनावट का नियत है।
न्यायालय से बाहर आते ही वकील ने गाउन निकालकर कंधे पर रख लिया।
गाउन,
गाऊन
Outerwear consisting of a long flowing garment used for official or ceremonial occasions.
gown,
robe