ଅର୍ଥ : ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ, ଅକ୍ଟୋବର ଦୁଇ ତାରିଖକୁ ଜୟନ୍ତୀ ରୂପରେ ପାଳନ କରାଯାଏ
ଉଦାହରଣ :
ସାରା ଭାରତରେ ଅକ୍ଟୋବର ଦୁଇ ତାରିଖକୁ ଗାନ୍ଧୀ ଜୟନ୍ତୀ ରୂପେ ଧୂମଧାମରେ ପାଳନ କରାଯାଏ
ସମକକ୍ଷ : ଗାନ୍ଧୀ ଜୟନ୍ତୀ
ଅନ୍ୟ ଭାଷାରେ ଅନୁବାଦ :
महात्मा गाँधी का जन्मदिवस जो जयंती के रूप में मनाया जाता है।
दो अक्टूबर को पूरे भारत में गाँधी जयंती धूम-धाम से मनायी जाती है।The date on which an event occurred in some previous year (or the celebration of it).
anniversary, day of remembrance