ଅର୍ଥ : ଗର୍ଭବତୀ ମହିଳା
ଉଦାହରଣ :
ଗର୍ଭବତୀମାନଙ୍କର ବିଶେଷ ଦେଖାଶୁଣା ହେବା ଆବଶ୍ୟକ
ସମକକ୍ଷ : ଗର୍ଭବତୀ, ଗର୍ଭବତୀ ମହିଳା
ଅନ୍ୟ ଭାଷାରେ ଅନୁବାଦ :
गर्भवती महिला।
गर्भवतियों की विशेष देखभाल होनी चाहिए।ଅର୍ଥ : ଯାହାର ପେଟରେ ଗର୍ଭ ଅଛି
ଉଦାହରଣ :
ଗର୍ଭବତୀ ସ୍ତ୍ରୀମାନଙ୍କର ଦେଖାଶୁଣା ଭଲଭାବରେ ହେବା ଉଚିତ
ସମକକ୍ଷ : ଅନ୍ତଃସତ୍ତ୍ୱା, ଗର୍ଭବତୀ
ଅନ୍ୟ ଭାଷାରେ ଅନୁବାଦ :
वह स्त्री या मादा जिसके गर्भ में बच्चा हो।
गर्भवती स्त्रियों की देखभाल अच्छी तरह से होनी चाहिए।Carrying developing offspring within the body or being about to produce new life.
pregnant