ଅର୍ଥ : ଗର୍ଭାଧାନ ସମୟରୁ ଆରମ୍ଭ କରି ଶିଶୁର ଜନ୍ମ ହେବା ପର୍ଯ୍ୟନ୍ତ ଅବସ୍ଥା
ଉଦାହରଣ :
ଗର୍ଭାବସ୍ଥାରେ ମାଆଠାରୁ ଭ୍ରୂଣକୁ ପୋଷକ ତତ୍ତ୍ୱ ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
गर्भाधान के समय से लेकर बच्चे के जन्म लेने तक की अवस्था।
गर्भावस्था में भ्रूण को पोषक तत्व माँ से मिलता है।ଅର୍ଥ : ଡିମ୍ବ କିମ୍ବା ଅଣ୍ଡାଣୁର ଗର୍ଭଧାନ ସମୟରୁ ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ସମୟ
ଉଦାହରଣ :
ଗର୍ଭାବସ୍ଥା ସମୟରେ ସବୁ ମା’ ନିଜର ବିଶେଷ ଧ୍ୟାନ ରଖିବା ଉଚିତ୍
ସମକକ୍ଷ : ଗର୍ଭକାଳ
ଅନ୍ୟ ଭାଷାରେ ଅନୁବାଦ :
डिंब अथवा अंडाणु के गर्भाधान के समय से लेकर बच्चे के जन्म लेने तक का समय।
गर्भकाल के दौरान हर माँ को अपना विशेष ध्यान रखना चाहिए।