ଅର୍ଥ : ଜନ୍ମହେବା ପୂର୍ବରୁ ମେରୁଦଣ୍ଡ ବିକଶିତ ଜନ୍ତୁଙ୍କୁ ଚିହ୍ନିବା ପାଇଁ ଯୋଗ୍ୟ ମୁଖ୍ୟ ଲକ୍ଷଣଗୁଡ଼ିକୁ ଦେଖାଉଥିବା ବିକାଶର ଅବସ୍ଥା
ଉଦାହରଣ :
ଭ୍ରୂଣ ହତ୍ୟା କରିବା ଅପରାଧ
ସମକକ୍ଷ : ଗର୍ଭସ୍ଥଜୀବ, ଭ୍ରୂଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସ୍ତ୍ରୀମାନଙ୍କର ପେଟର ଯେଉଁ ସ୍ଥାନରେ ଗର୍ଭ ବା ଛୁଆ ରହେ
ଉଦାହରଣ :
ସୀତା ଗର୍ଭାଶୟ ସମ୍ବନ୍ଧୀୟ ରୋଗ କାରଣରୁ ମା’ ହୋଇ ପାରୁନାହିଁ
ସମକକ୍ଷ : ଗର୍ଭାଶୟ
ଅନ୍ୟ ଭାଷାରେ ଅନୁବାଦ :