ଅର୍ଥ : ଗରୁଡଙ୍କର ଅସ୍ତ୍ର
ଉଦାହରଣ :
ଗରୁଡଙ୍କର ଏହି ମୂତ୍ତିରେ ସେ ନିଜର ଗରୁଡାସ୍ତ୍ର ଧାରଣ କରିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପ୍ରାଚୀନ ଅସ୍ତ୍ର
ଉଦାହରଣ :
ରାବଣର ନାଗାସ୍ତ୍ରକୁ କାଟିବାପାଇଁ ଶ୍ରୀରାମ ଗରୁଡାସ୍ତ୍ର ଛାଡିଥିଲେ
ଅନ୍ୟ ଭାଷାରେ ଅନୁବାଦ :
एक प्राचीन अस्त्र।
रावण के नागास्त्र को काटने के लिए श्रीराम ने गरुड़ास्त्र छोड़ा था।