ଅର୍ଥ : ଜନନେନ୍ଦ୍ରିୟର ଏକ ରୋଗ ଯେଉଁଥିରେ ତା ଭିତରେ ଘା’ ହୋଇଯାଏ
ଉଦାହରଣ :
ଗନେରିଆ ପୀଡ଼ିତ ରୋଗୀକୁ ଡାକ୍ତର କେତେକ ଜରୁରୀ ପରାମର୍ଶ ଦେଲେ
ସମକକ୍ଷ : ଗନେରିଆ
ଅନ୍ୟ ଭାଷାରେ ଅନୁବାଦ :
A common venereal disease caused by the bacterium Neisseria gonorrhoeae. Symptoms are painful urination and pain around the urethra.
clap, gonorrhea, gonorrhoea