ଅର୍ଥ : କାହାରି ଚାଲିଚଳନ ବା ତାଙ୍କଦ୍ୱାରା କରାଯାଉଥିବା କାର୍ଯ୍ୟଆଦିର ରଙ୍ଗଢ଼ଙ୍ଗ
ଉଦାହରଣ :
ଆପଣଙ୍କୁ ଆପଣଙ୍କ ପୁଅର ଗତିବିଧି ଉପରେ ଧ୍ୟାନ ରଖିବାକୁ ପଡ଼ିବ
ସମକକ୍ଷ : କ୍ରିୟାକଳାପ
ଅନ୍ୟ ଭାଷାରେ ଅନୁବାଦ :
किसी की चाल-ढाल या उसके द्वारा किए जाने वाले कार्य।
आपको अपने पुत्र की गतिविधियों पर ध्यान रखना चाहिए।